Jump to content

ଖାଳିତ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଳିତ୍ୟ
ଉଚ୍ଚାରଣ: Khāḻitya

ସଂ. ବି (ଖଳତି+ୟ) —

୧: ଖାଳତ୍ୟ; ଇନ୍ଦ୍ରଲୁପ୍ତ ରୋଗ — ୧. Morbid baldness or loss of hair from any part of the body.

୨: ଚନ୍ଦା ବା ଶିଆଳିଖିଆ ରୋଗ — ୨. Bald-headedness; loss of hair on the head.