Jump to content

ଖାଳେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଳେଇ
ଉଚ୍ଚାରଣ: Khāḻei
খালই, খালুই खांची

ଦେ. ବି. (ସଂ. ଖାଳକ) —

ଚଢ଼େଇଆ ବା କେଉଟମାନେ ପକ୍ଷୀ ବା ମାଛ ଧରି ଯେଉଁ ଆଧାରରେ ରଖନ୍ତି —Creel; big-bellied and small-mouthed basket for keeping fishes and birds after being caught (used by fisherman and bird catchers).

[ଦ୍ର—ଖାଳେଇକୁ କେଉଟମାନେ ପିଠିଆଡ଼େ ଝୁଲାଇ ଥାଆନ୍ତି; ୟାହା ମାଛ ଥାଆନ୍ତି, ତାହାକୁ ଅନ୍ଦାଜିରେ ପଛଆଡ଼େ ଥିବା ସେହି ଖାଳେଇକୁ ଲକ୍ଷ୍ୟ କରି ପକାଉଥାନ୍ତି]