Jump to content

ଖାଳେଇକୁ ମାଛ ପକାଇବା (ନ୍ଯାଯ)

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଳେଇକୁ ମାଛ ପକାଇବା (ନ୍ୟାୟ)
ଉଚ୍ଚାରଣ: Khāḻeiku māchha pakāibā

ଦେ. ପ୍ରବଚନ —

(କେଉଟ ପାଣିରେ ଥାଇ ୟାହା ଛୋଟ ମାଛ ଧରୁଥାଏ ତାହାକୁ ପିଠିଆଡ଼େ ଥିବା ଖାଳେଇ ଭିତରକୁ ଅନ୍ଦାଜି ଲକ୍ଷ୍ୟକରି ଫୋପାଡ଼ି ଦେଉଥାଏ ତାହା ଖାଳେଇ ଭିତରେ ପଡ଼େ କି ପଛ ଆଡ଼େ ପାଣିରେ ପଡ଼େ କେଉଟ ନିଜେ ଦେଖି ପାରୁ ନଥାଏ ଏହି ଘଟନାରୁ ଅନୁମାନ ଦ୍ବାରା କୌଣସି କର୍ମ କରି ଫଳଲାଭାଶା କରିବା ସ୍ଥାନରେ ଏହି ନ୍ୟାୟ ପ୍ରଯୁକ୍ତ ହୁଏ —Like the fisherman throwing the small fish caught by him into the basket hanging behind his back without seeing of the fishes fall into the basket or in to the water.