Jump to content

ଖାଳ୍ଖାଳେଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଳ୍ଖାଳେଈ
ଉଚ୍ଚାରଣ: Khāḻkhāḻeī

ଦେ. ବିଣ. ସ୍ତ୍ରୀ —

୧: ଗପଡ଼ୀ (ସ୍ତ୍ରୀ) — ୧. Talkative (women); babbling.

୨: ଖଳଖଳେଈ; ଯେଉଁ ସ୍ତ୍ରୀ କୌଣସି ଗୁପ୍ତ କଥା ପେଟରେ ରଖି ପାରେ ନାହିଁ —୨. (a women) Who can not keep any secret.

୩: ଯେ ଅସମ୍ବନ୍ଧ ପ୍ରଳାପ କରେ — ୩. Raving (women).