ଖାସକଲମ୍
ଦେଖଣା
ଖାସକଲମ୍ —
ଉଚ୍ଚାରଣ: Khāskalam
খাসকলম
खासकलम
ବୈଦେ. ବି. (ଫା) —
ଛାମୁକରଣ; ରାଜାଙ୍କ ଆଦିଙ୍କ ବ୍ୟକ୍ତିଗତ ବିଷୟ ଲେଖାପଢ଼ି କରିବା ପାଇଁ ନଯୁକ୍ତ କର୍ମଚାରୀ — private secretary; personal clerk to a raja or Nawab.