Jump to content

ଖାସପୋଷାକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସପୋଷାକ୍
ଉଚ୍ଚାରଣ: Khāsposhāk
খাসপোষাক खासपीषाक

ବୈଦେ. ବି. (ଫା) —

କୌଣସି ବିଶିଷ୍ଟ ଉତ୍ସବ ଉପଲକ୍ଷରେ ବ୍ୟବହୃତ ଚକ୍ଚକିଆ ପୋଷାକ — Bright dress worn on special occasions.