ଖାସା
ଦେଖଣା
ଖାସା —
ଉଚ୍ଚାରଣ: Khāsā
খাসা
खासा
ବୈଦେ. ବିଣ. (ଫା ଖାସା=ଧନୀବ୍ୟକ୍ତିର ରୁଚିକର ଖାଦ୍ୟ) —
୧: ଉତ୍କୃଷ୍ଟ —୧. Excellent.
୨: ଆଚ୍ଛା; ଉତ୍ତମ —୨. Good.
୩: ଉପାଦେୟ (ଖାଦ୍ୟ) —୩. Delicious (food).
୪: ଅତି ପତଳା (ଲୁଗା); ବରିକ୍ — ୪. Very thin; delicate (cloth).
୫: ସୁନ୍ଦର —୫. Fine; beautiful.
୬: ରୋଗଶୂନ୍ୟ (ଦେହ) — ୬. Healthy; free from illness (body).