Jump to content

ଖାସିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସିଆ
ଉଚ୍ଚାରଣ: Khāsiā

ଦେ. ବି (ନାମ) (ସଂ. ଖସ) —

୧: ଉତ୍ତରହିମାଳୟରେ, ନେପାଳରେ ଓ ଆସାମରେ ଥିବା ପାହାଡ଼ି ଜାତବିଶେଷ (ଏମାନେ ଅଷ୍ଟ୍ରୋଆସିଆଟିକ୍ ଭାଷା ବ୍ୟବହାର କରନ୍ତି) — ୧. Name of a hill-tribe inhabiting the north-Himalayan countries.

୨: ଆସାମରେ ଥିବା ପର୍ବତବିଶେଷ — ୨. Name of range of mountains in Assam.

(ଦ୍ର—ଏହା ସିଲଙ୍ଗର ପଶ୍ଚିମ ଓ ଗୌହାଟୀର ଦକ୍ଷିଣ)