Jump to content

ଖାସୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସୀ
ଉଚ୍ଚାରଣ: Khāsī
খাসী खस्सी; खसिआ

ବୈଦେ. ବିଣ. (ଆ. ଖସ୍ସି; ତୁଳ.ସଂ. ଛିନ୍ନକୋଷ) —

ପୁଂସ୍ତ୍ବ ନଷ୍ଟ କରାଯାଇଥିବା (ଛେଳି ବା ମେଣ୍ଢା) — Castrated (sheep).

ବି —

୧: ପୁଂସ୍ତ୍ବ ନଷ୍ଟ କରାଯାଇଥିବା ଛେଳି ବା ମେଣ୍ଢା; ଛିନ୍ନମୁଷ୍କ ଛାଗ — ୧. Castrated goat or sheep.

୨: ଆସାମର ଜଇନ୍ତିଆ ପାହାଡ଼ ନିକଟର ଅଧିବାସୀ ଖାସିଆ— ମନଙ୍କର କଥୁତ ଭାଷା — ୨. Langnage spoken by the Khāsiās living near the Jaintiā hill in Assam.

୩: ଖାସିଆ ୨: (ଦେଖ) ୩. Khāsiā ୨ (See)

ପ୍ରାଦେ. (ସମ୍ବଲପୁର ତୁଳ. ହି. ଖାସି) ବି —

କାଶ —Coughing