ଖାସ୍
ଖାସ୍ —
ଉଚ୍ଚାରଣ: Khās
খাস
खास
(ବିପରୀତ—ଆମ୍=ସାଧାରଣ)
ବୈଦେ. ବିଣ (ଫା. ଖାସ୍) —
୧: ବିଶିଷ୍ଟ — ୧. Peculiar; special; particular.
(ଯଥା—ଖାସ୍ କ୍ଷମତାପତ୍ର)
୨: ସ୍ବକୀୟ —୨. One's own; private.
(ଯଥା—ଖାସ୍ଦଖଲ)
୩: ବ୍ୟକ୍ତିଗତ —୩. personal.
୪: ଗଭର୍ଣ୍ଣମେଣ୍ଟଙ୍କ ନିଜ ଅଧିକୃତ (ଯଥା—ଖାସ୍ମାହାଲ) ୪. Belonging to Goverment.
୫: ଜମିଦାର ବା ରାଜାଙ୍କ ନିଜ ଅଧିକୃତ — ୫. In the khas possession of the Zamindar or landlord.
(ଯଥା—ଖାସ୍ ଖମାର)
୬: କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟ ପାଇଁ ନିଯୁକ୍ତ ବା ପ୍ରେରିତ — ୬. Specially engaged or sent for a particular object.
୭: ବିଶିଷ୍ଟ ଉଦ୍ଦେଶ୍ୟ ପାଇଁ ରକ୍ଷିତ — ୭. Reserved for a special purpose.
(ଯଥା—ଖାସ୍ କାମରା)
୮: ମୁଖ୍ୟ; ପ୍ରଧାନ —୮. Chief; prominent.
୯: କୌଣସି ନିର୍ଦ୍ଦିଷ୍ଟ ବିଷୟସମ୍ବନ୍ଧୀୟ — ୯. Relating to a particular matter.
ଦେ. କ୍ରି. ବିଣ —
୧: ନିଜସ୍ବ ରୂପେ — ୧. As one's own.
୨: ବିଶିଷ୍ଟ ଉଦ୍ଦେଶ୍ୟରେ — ୨. On a particular mission; for a particular purpose.
୩: ବିଶେଷଭାବରେ — ୩. particularly; specially.
୪: କେବଳ —୪. Solely.
୫: ପ୍ରଧାମତଃ —୫. Chiefly.
୬: ସ୍ବୟଂ; ଖୋଦ୍ —୬. Personally.