ଖାସ୍ତହସିଲ୍
ଦେଖଣା
ଖାସ୍ତହସିଲ୍ —
ଉଚ୍ଚାରଣ: Khās tahasil
খাস তহসিল
खास तहासल
ବୈଦେ. ବି. (ଫା. ଖାସ୍+ତହସିଲ) —
୧: ପ୍ରଜାମାନଙ୍କ ଠାରୁ ସରକାର ବା ଜମିଦାର ନିଜେ ଖଜଣା ଆଦାୟ କରିବା —୧. Direct realisation of rent from tenants by the Government
or Zamindar without any any intermediate agency.
୨: ଜିଲ୍ଲାର ସଦର ସବ୍ଡ଼ିଭିଜନ୍ — ୨. The Sadar subdivision of a district.