Jump to content

ଖାସ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସ୍ତା
ଉଚ୍ଚାରଣ: Khāstā
খাস্তা खास्त, खास्ता

ବୈଦେ. ବିଣ.— (ଫା.ଖସ୍ତାହ୍=ମସକା; ଆ. ଖାସା=ମଅନ୍ଦାର)

୧: ଅଟେରେ ପ୍ରଥମେ ଘିଆ ଦିଆଯାଇ ପରେ ପାଣି ମିଶା— ଯାଇ ଦଳା ହୋଇ ଘିଅରେ ଛଣାହୋଇଥିବା ପୁରୀ, ଲୁଚି; ମୁସୁମୁସିଆ; ମୁଡ଼ୁମୁଡ଼ିଆ; ମଅନ୍ଦାର୍ —୧. Well-kneaded; (bread) which breaks into crumbs on light pressure.

(ଯଥା—ଖାସ୍ତା ଗଜା; ଖାସ୍ତା ପୁରୀ, ଖାସ୍ତା କଚୁରୀ)

୨: ବିକୃତ; ନଷ୍ଟ —୨. Deteriorated.

ସାତ ନକଲ୍ରେ ଆସଲ ଖାସ୍ତା—ତଗ