Jump to content

ଖାସ୍ବର୍ଦାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସ୍ବର୍ଦାର୍
ଉଚ୍ଚାରଣ: Khāsbardār
খাসবরদার खासबरदार

ବୈଦେ. ବି. (ଫା) —

୧: ରାଜାଙ୍କର ପାର୍ଶ୍ବଚର ଭୃତ୍ୟ — ୧. An orderly servant.

୨: ଶରୀରରକ୍ଷୀ —୨. Bodyguard.

୩: ରାଜାଙ୍କ ଗହଣରେ ଆସାବଡ଼ି ଧରି ଚାଲୁଥିବା ଚପରାସୀ —୩. A peon or mace-bearer in the retinue of a great man.