Jump to content

ଖାସ୍ କ୍ଷମତାପତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସ୍ କ୍ଷମତାପତ୍ର
ଉଚ୍ଚାରଣ: Khās kshamatāpatra
খাসক্ষমতাপএ खास मोकतारनामा

ଦେ. ବି. (ଫା. ଖାସ୍+ ସଂ. କ୍ଷମତାପତ୍ର) —

କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଦିଆଯିବା କ୍ଷମତାପତ୍ର ବା ଅକ୍ତିଆରନାମା — Special power of attorney.