Jump to content

ଖାସ୍ ଖମାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସ୍ ଖମାର
ଉଚ୍ଚାରଣ: Khāskhamāra
খাসখামার खुदकात्सा

ଦେ. ବି. (ଫା. ଖାସ୍+ ଓ .ଖମାର) —

ଜମିଦାର ଯେଉଁ ଜମି ପ୍ରଜାଙ୍କୁ ଚାଷ କରିବାକୁ ନ ଦେଇ ନିଜେ ଚାଷ କରନ୍ତି; ନିଜଚାଷ ଜମି; ନିଜଜୋତ — Proprietor's private lands.