Jump to content

ଖିଁ ଖିଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଁ ଖିଁ
ଉଚ୍ଚାରଣ: Khiñ-khiñ
খেঁক খেঁক

ଦେ (ଧ୍ଵନ୍ୟନୁକରଣ) ଅ —

୧: ଖେଙ୍କିବାର ଧ୍ଵନି — ୧. Sound of snarling.

୨: ଉଚ୍ଚହାସ୍ୟର ଧ୍ଵନି — ୨. Sound of horse-laughter.