Jump to content

ଖିଁ ଖିଁ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଁ ଖିଁ କରିବା
ଉଚ୍ଚାରଣ: Khiñ khiñ karibā

ପ୍ରାଦେ. (ସମ୍ବଲପୁର) କ୍ରି (ଧ୍ଵନ୍ୟନୁକରଣ) —

୧: ଉଚ୍ଚହାସ୍ୟ କରିବା — ୧. To laugh loudly.

୨: ହସାଇବା —୨. To cause another to laugh.

୩: ଉଚ୍ଚୈଃସ୍ବରରେ କାନ୍ଦିବା —୩. To cry loudly.