ଖିଅ
ଦେଖଣା
ଖିଅ —
ଉଚ୍ଚାରଣ: Khia
খি
बल
ଦେ. ବି. (ସଂ. କ୍ଷିପ) —
୧: ସୂତାର ସରି — ୧. A strand or string of thread.
ବରଷକେ କାଟେ ତିନି ତାକୁଡ଼ି , ଦିନକେ ବାଟେଇ ଖିଏ ହାସ୍ୟତରଙ୍ଗ
୨: ମାଛ ଧରିବା ଲୁଗା — ୨. Fishing cloth.
୩: ଅଡ଼ୁଆ ସୂତାର ଅଗ — ୩. The clue of a mass of tangled thread.
୪: ଅଡ଼ୁଆ ହେବା — ୪. Obstruction; confusion; tangle.
୫: ଜାଲ ପକାଇବାର ଥର — ୫. One drag with a net for fishing.
୬: (ଲକ୍ଷଣାର୍ଥ) କୌଣସି କଥା ବା ବିଷୟର ବୀଜ — ୬. Clue or trace of any matter.