ଶବ୍ଦାର୍ଥ:
ଖିଅର — ଉଚ୍ଚାରଣ: Khiara ক্ষৌরী; কামানী छौर; हजामत
ଦେ. ବି (ସଂ. କ୍ଷୌର) —
ଖୁରଦ୍ବାରା କେଶମୁଣ୍ଡନ — Shaving.