ଖିଅରବାଆର
ଦେଖଣା
ଖିଅରବାଆର —
ଉଚ୍ଚାରଣ: Khiarabāāra
ଦେ. ବି. (ନିରର୍ଥକ ଦ୍ବିତୀୟ ସହଚର) —
୧: କ୍ଷୌରକର୍ମାଦି; ମସ୍ତକମୁଣ୍ଡନ ଓ ନଖକର୍ତ୍ତନାଦି — ୧. Acts of shaving shaving and clipping of nails.
୨: ମୃତ ବ୍ୟକ୍ତିର ଦଶାହ ଉପଲକ୍ଷରେ କ୍ଷୌରକର୍ମ — ୨. The funeral rite of shaveing of a decceased person's relatives on the ୧୦th day of death.