Jump to content

ଖିଅର ହେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଅର ହେବା
ଉଚ୍ଚାରଣ: Khiara hebā
কামা हजामत होना

ଦେ, କ୍ରି —

୧: ନିଜେ ନିଜେ କେଶ ମୁଣ୍ଡନ କରିବା — ୧. To shave one's self.

୨: ଭଣ୍ଡାରିଦ୍ବାରା ନିଜର କେଶ ମୁଣ୍ଡନ କରାଇବା —୨. To have one's self shaven by a barber.