ଖିଆ
ଦେଖଣା
ଖିଆ —
ଉଚ୍ଚାରଣ: Khiā
খাওয়া
खाना; खिलाइ
ଦେ. ବି. (ସଂ.ଖାଦ ଧାତୁ) —
ଭୋଜନ; ଖାଇବା — Eating.
খেগো
खोर
(ଖାଈ—ସ୍ତ୍ରୀ)
ଦେ. ବି. ପୁଂ. (ସଂ. ଖାଦକ; ଅନ୍ୟ ଶଦ୍ଦ ସଙ୍ଗେ ବ୍ୟବହୃତ ଯଥା—ହେଡ଼ାଖିଆ) —
୧: ଖାଦକ; ଭୋଜନକାରୀ — ୧. Eating.
ବିଲୁଆ ବୋଇଲା ମୁଁ ମଡ଼ାଖିଆ ଜାତି କୃଷ୍ଣସିଂହ. ମହାଭାରତ. ଶାନ୍ତ
୨: ଭୋଗୁଥିବା —୨. Undergoing.
(ଯଥା—ମାଡ଼ଖିଆ)
୩: ଭୁକ୍ତ (ବିପରୀତ—ଅଖିଆ) — ୩. One who has already had his meal.