ଖିଆଖୋଇ
ଦେଖଣା
ଖିଆଖୋଇ —
ଉଚ୍ଚାରଣ: Khiākhoi
ଦେ. ବି. ଓ ବିଣ —
୧: ଖାଇବା ଓ ଖୁଆଇବା — ୧. Eating and feeding; mutual feasting.
୨: ପରସ୍ପର ପରସ୍ପରକୁ ଖାଇବା — ୨. Feeding on one another
ଅରାଜକ ହେଲେ ଧର୍ମ ଯେ ନ ରହିଇ ମାଛ ପରି ଲୋକ ହୁଅନ୍ତି ଖିଆଖୋଇ କୃଷ୍ଣସିଂହ. ମହାଭାରତ. ଶାନ୍ତି
୩: ପରସ୍ପର ପରସ୍ପରକୁ ଖୁଆଇବା; ପରସ୍ପର ପାଟିରେ ଖାଦ୍ୟ ଦିଆଦେଇ — ୩. Feeding each other.