ଖିଆନତ୍
ଦେଖଣା
ଖିଆନତ୍ —
ଉଚ୍ଚାରଣ: Khiānat
খেয়ানত, খিআনত
खयानत
ବୈଦେ. ବି. (ଆ. ଖୟାନତ୍) —
୧: ଅସାଧୁତା —୧. Dishonesty.
୨: ପରଧନ ଆତ୍ମସାତ୍କରଣ — ୨. Misappropriation.
୩: ବେଇମାନୀ; ବିଶ୍ବାସଘାତକତା — ୩. Breach of trust; breach of faith.
ଖିଆନତ୍ —
ଉଚ୍ଚାରଣ: Khiānat
খেয়ানত, খিআনত
खयानत
ବୈଦେ. ବି. (ଆ. ଖୟାନତ୍) —
୧: ଅସାଧୁତା —୧. Dishonesty.
୨: ପରଧନ ଆତ୍ମସାତ୍କରଣ — ୨. Misappropriation.
୩: ବେଇମାନୀ; ବିଶ୍ବାସଘାତକତା — ୩. Breach of trust; breach of faith.