ଖିଆଲି
ଦେଖଣା
ଖିଆଲି —
ଉଚ୍ଚାରଣ: Khiāli
খেয়ালী
खयाली
ବୈଦେ. ବିଣ. (ଆ. ଖ୍ୟାଲୀ) —
୧: କଳ୍ପନାପ୍ରିୟ —୧. Imaginative.
୨: ଥଟ୍ଟିଲ —୨. Jesting; jocular.
୩: ଖାମ୍ଖିଆଲି; ଅବ୍ୟବସ୍ଥିତଚିତ୍ତ — ୩. Whimsical.
୪: ୟାହା ସଙ୍ଗେ ପରିହାସ କରାଯାଇପାରେ — ୪. Fit to be jested with.