Jump to content

ଖିଆଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଆଲ୍
ଉଚ୍ଚାରଣ: Khiāl
খেয়াল खयाल

ବୈଦେ. ବି. (ଆ ଖ୍ୟାଲ୍; ଖୟାଲ୍=ମନ, ମନୋଯୋଗ) —

୧: ଅନୁମାନ; କଳ୍ପନା — ୧. Imagination; guess; fancy.

୨: ମନୋଯୋଗ; ଧ୍ୟାନ — ୨. Attention; contemplation.

୩: ସ୍ମରଣ —୩. Menory; remembrance.

୪: ମତି; ମନୋଗତ ଭାବ — ୪. Mental thoughts; ideas.

୫: ଚିତ୍ତର ଅବ୍ୟବସ୍ଥିତତା; ଖାମ୍ଖିଆଲ୍ — ୫. Whim; caprice.

୬: ବିଚାର — ୬. Consideration; judgment.

୭: ମନରେ ଦୃଢ଼ରୂପେ ଉଦିତ ହୋଇ ବହୁକାଳସ୍ଥାୟୀ ହୋବା ଭାବ —୭. A fixed idea.

ଦେ. ବି. (ସଂ. ଖେଳ) —

ପରିହାସ; ଥଟ୍ଟା — Joke; pleasantry.

ଖିଆଲ ପରି କି ଧନ ମନରେ ଭାଳିଲୁ ରେ କବିସୂର୍ଯ୍ୟ. କିଶୋରୀଚମ୍ପୁ ଖ ଗୀତ