ଖିଆଲ୍ କରିବା
ଦେଖଣା
ଖିଆଲ୍ କରିବା —
ଉଚ୍ଚାରଣ: Khiāl karibā
খেয়ালকরা
खयाल करना
ଦେ. କ୍ରି —
୧: ଚେତିବା; ମନେ ରଖିବା — ୧. TO remembe.
୨: ଚିନ୍ତା କରିବା —୨. To think.
ପ୍ରାଦେ. (ସମ୍ବଲପୁର) କ୍ରି —
ଥଟ୍ଟା କରବା —To joke.
ଖିଆଲ୍ କରିବା —
ଉଚ୍ଚାରଣ: Khiāl karibā
খেয়ালকরা
खयाल करना
ଦେ. କ୍ରି —
୧: ଚେତିବା; ମନେ ରଖିବା — ୧. TO remembe.
୨: ଚିନ୍ତା କରିବା —୨. To think.
ପ୍ରାଦେ. (ସମ୍ବଲପୁର) କ୍ରି —
ଥଟ୍ଟା କରବା —To joke.