Jump to content

ଖିଖି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଖି
ଉଚ୍ଚାରଣ: Khikhi

ସଂ. ବି (ଖି ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଇଖି) —

କୋକିଶିଆଳି —Fox.

ଦେ. (ଧ୍ଵନ୍ୟନୁକରଣ) ଅ —

୧: ଖେଙ୍କିବାର ଶଦ୍ଦ — ୧. Snaring or chattering sound.

୨: ଖେଁ ଖେଁ ହସିବାର ଶଦ୍ଦ — ୨. Sound of grinning or loud laughter.