ଖିଙ୍କରା
ଦେଖଣା
ଖିଙ୍କରା —
ଉଚ୍ଚାରଣ: Khiṇkarā
ଦେ. (ଧ୍ଵନ୍ୟନୁକରଣ) ବି (ସଂ. ଖି ଧାତୁ=ଶଦ୍ଦ କରିବା) —
୧: କ୍ରୋଧରେ ମୁଖକୁ ବିକୃତ କରି କଥା କହିବା) — ୧. Chattering with rage; growling.
୨: ଖେଙ୍କିବା —୨. Snarling; snapping.