Jump to content

ଖିଙ୍କାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଙ୍କାରିବା
ଉଚ୍ଚାରଣ: Khiṅkāribā

ଦେ. କ୍ରି (ଧ୍ଵନ୍ୟନୁକରଣ) —

୧: ଚଦିମର୍କଟି ହେବା; ରାଗରେ ମୁଖବିକୃତ କରି ରୁକ୍ଷ ଭାବରେ କଥା କହିବା —୧. To utter harsh, growling words on account of rage.

୨: ଖେଙ୍କିବା —୨. To snarl; to snap at.