Jump to content

ଖିଙ୍ଖିର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଙ୍ଖିର
ଉଚ୍ଚାରଣ: Khiṅkhira
(ଖିଙ୍ଖିରୀ—ସ୍ତ୍ରୀ)

ସଂ. ବି. ପୁଂ —

୧: କୋକିଶିଆଳି — ୧. Fox.

୨: ଖଟଖୁରା — ୨. The foot of a bed-stead.

୩: ଶିବଙ୍କ ଅସ୍ତ୍ରବିଶେଷ; ଖଟ୍ଟାଙ୍ଗ — ୩. A weapon of God Ṡiba.