ଖିଚିଙ୍ଗ୍
ଦେଖଣା
ଖିଚିଙ୍ଗ୍ —
ଉଚ୍ଚାରଣ: Khichiṅg
ଦେ. ବି (ସଂ. କୀଚକଗଡ଼) —
ମଯୁରଞ୍ଜ ରାଜ୍ୟର ପଶ୍ଚିମ ସୀମାରେ ଖଇରବନ୍ଦନ ଓ କଣ୍ଟାକରା ନଦୀର ସଙ୍ଗମ ନିକଟରେ ଅବସ୍ଥିତ ଗୋଟିଏ ବଡ଼ ପଲ୍ଲି — A large village sitnated near the confluence of the rivers Khairabandana and Kaṇṭakarā in the west of the Mayurbhanj Feudatory State of Orissa.
[ ଦ୍ର—ଏଠାରେ ଦୁଇଟି ଗଡ଼ର ଓ ଅନେକ ମନ୍ଦିରର ଭଗ୍ନା— ବଶେଷ ରହିଅଛି ଜନଶ୍ରୁତି ଅଛି ଯେ, ଏଠାରେ ବିରାଟ ରାଜଙ୍କର ଗଡ଼ ଥିଲା ଏ ଗ୍ରାମରେ ପ୍ର଼ତିଷ୍ଠିତ ଦେବତା ଖିଜିଙ୍ଗେଶ୍ବରୀ (କୀଚକେଶ୍ବରୀ) ମଯୁରଭଞ୍ଜ ରାଜବଂଶର ଇଷ୍ଟଦେବତା ଅଟନ୍ତି ମୟୂରଭଞ୍ଜର ମହାରାଜାମାନେ ଏ ଭଗ୍ନାବିଶେଷମାନ ବାହାରକରି ଅନେକଗୁଡ଼ିଏ ଜୀର୍ଣ୍ଣସଂସ୍କାର କରାଇ ଅଛନ୍ତି ଓ ଅନେକ ପ୍ରତ୍ରତତ୍ତ୍ବ ବାହାର କରିଅଛନ୍ତି ]