ଖିଚ୍ପିଚାଇବା
ଦେଖଣା
ଖିଚ୍ପିଚାଇବା —
ଉଚ୍ଚାରଣ: Khichpichāibā
ପ୍ରାଦେ (ସମ୍ବଲପୁର) କ୍ରି (ତୁଳ. ବଂ. ଖିଚଖିଚ୍; ଖିଚିମିଚି) —
୧: ବିରକ୍ତିପ୍ରକାଶ କରିବା; ଚିଡ଼ିବା — ୧. To show sings of anger.
୨: କାମ କରିବାକୁ ଅନିଚ୍ଛା ପ୍ରକାଶ କରିବା — ୨. To show or express unwillingness to work.