Jump to content

ଖିଡ଼ିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଡ଼ିକା
ଉଚ୍ଚାରଣ: Khiṟḍ̠ikā

ଦେ. ବି —

୧: ଖିଡ଼ିକି (ଦେଖ) ୧. Khiṟḍ̠iki (See)

୨: କବାଟ କିଳିବା ଅର୍ଗଳ; କିଳିଣୀ; ହୁଡ଼ୁକା — ୨. Bolt of a door; bar.

ଲେଉଟି ଘରେ ପୂରାଇ ବିକିଲେ ଖିଡ଼ିବା—ପୀତାମ୍ବର. ନୃସିଂହପୁରାଣ