Jump to content

ଖିଡ଼୍କିଦାର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଡ଼୍କିଦାର୍
ଉଚ୍ଚାରଣ: Khiṟḍ̠kidār
খিড়কিদার खिड़किदार

ଦେ. ବିଣ. (ସଂ. ଖଡ଼କ୍କୀ=ଝରକା+ଫା. ଦାର୍= ସମ୍ବଳିତ) —

୧: ଯେଉଁ କୁରୁତାର ଆଗପାଖ ବେକତଳେ କିଛି ଅଂଶ ବୋତାମ ଲାଗିବା ପାଇଁ ଖୋଲାଥାଏ — ୧. (shirt) Having a buttoned opening below the neck.

୨: ଯେଉଁ ପଗଡ଼ିର ଉପରପାଖରେ କିଛି ଅଂଶ ଖୋଲାଥାଏ — ୨. (turban) Having an opening at the top.

୩: ଯେଉଁ ଟୋପିର ଉପରେ ଛିଦ୍ର ଥାଏ — ୩. (cap) Having holes at the top.