Jump to content

ଖିତାପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିତାପ୍
ଉଚ୍ଚାରଣ: Khitāp
খেতাব खिताब

ବୈଦେ. ବି. (ଫା. ଖିତାବ୍) —

ରାଜଦତ୍ତ ସମ୍ମାନସୂଚକ ଉପାଧି — Honorary title given by the king or Government.