ଖିଦିଭ୍
ଦେଖଣା
ଖିଦିଭ୍ —
ଉଚ୍ଚାରଣ: Khidibh
খিদিভ
खेदंभ
ବୈଦେ. ବି. (ଫା. ଖେଦିଭ୍) —
ପୂର୍ବେ ତୁରଷ୍କାର ସୁଲ୍ତାନଙ୍କ ଅଧୀନସ୍ଥ ମିତ୍ରରାଜା ଓ ବର୍ତ୍ତମାନ ସ୍ବାଧୀନ ପ୍ରଜାମାନଙ୍କ ପ୍ରତିନିଧିରୂପେ ମିଶର୍ଦେଶକୁ ଶାସନ କରିଥିବା ମୁସଲମାନ୍ ଶାସକଙ୍କ ଉପାଧି —The title of the Ruler of Egypt which was formerly a feudatory state under the Sultan of Tukey and is now a republic over by the president.