Jump to content

ଖିଦ୍ମତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଦ୍ମତି
ଉଚ୍ଚାରଣ: Khidmati
খিদ্ম্তী खिदमती

ବୈଦେ. ବିଣ. (ଫା. ଖିଦ୍ମତୀ) —

ଚୀକିରିସମ୍ବନ୍ଧୀୟ — Relating to service.

(ଯଥା ଖିଦ୍ମତି ଜାଗିର; ଖଦମତି ମାଫୀ)

ବୈଦେ. ବି —

୧: (ଫା. ଖିଦମତୀ)— ଖିଦ୍ମତ (ଦେଖ) ୧. Khidmat (See)

୨: (ଫା. ଖିଦମତ୍ଗାରୀ)—ଖିଦ୍ମତ୍କାରି (ଦେଖ) ୨. Khidmatkāri (See)