Jump to content

ଖିଦ୍ମତ୍କାରିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଦ୍ମତ୍କାରିଆ
ଉଚ୍ଚାରଣ: Khidmatkāriā

ବୈଦେ. ବିଣ. (ଫା. ଖିଦ୍ମତ୍ଗୋରୀ) —

୧: ଭୃତ୍ୟପରି ସେବକାରୀ — ୧. Attending like a servant.

୨: ଖିଦ୍ମତକାର୍ କାର୍ଯ୍ୟ କରୁଥିବା — ୨. Serving as a khidmatgar.