Jump to content

ଖିଦ୍ଯମାନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଦ୍ୟମାନ
ଉଚ୍ଚାରଣ: Khidyamāna
(ଖିଦ୍ୟମାନା—ସ୍ତ୍ରୀ)

ସଂ. ବିଣ. ଫୁ (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ଆନ) —

୧: ଯେ ଦୁଃଖ ପାଉଅଛି — ୧. Suffering; destressed.

୨: ଯେ ଖେଦ କରୁଅଛି; ଯେ ଶୋକ କରୁଅଛି; ଶୋକକାରୀ —୨. Lamenting; wailing; being grived.