ଖିନ୍ଖିନ୍
ଦେଖଣା
ଖିନ୍ଖିନ୍ —
ଉଚ୍ଚାରଣ: Khin-khin
ଦେ. ବିଣ. (ସଂ. ଛିନ୍ନଭିନ୍ନ; ଛିନ୍ନଭିନ୍ନ) —
ପୁଙ୍ଖାନୁପୁଙ୍ଖ —Thorough.
(ଯଥା—ସେ ଖିନ୍ଖିନ୍ କରି ସେ କଥାଟି ମୋଠାରୁ ବୁଝି— ଗଲା)
ଦେ. କ୍ରି. ବିଣ —
୧: ପୁଙ୍ଖାନୁପୁଙ୍ଖରୂପେ — ୧. Thoroughly.
୨: ଟିକିଟିକି କରି —୨. Into shreds.