ଖିନ୍ନ
ଦେଖଣା
ଖିନ୍ନ —
ଉଚ୍ଚାରଣ: Khinna
(ଖିନ୍ନା—ସ୍ତ୍ରୀ)
ସଂ. ବିଣ. ପୁଂ. (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ତ) —
୧: ଦୁଃଖିତ — ୧. Sorrowful; grieved; distressed; dejected.
୨: ଶ୍ରାନ୍ତ; କ୍ଳାନ୍ତ —୨. Fatigued; tired.
୩: ଅଳସ —୩. Idle.
୪: କୃଶ —୪. Thin; emaciated.
ଆକୁଲେ ବସୁ ଖିନ୍ନ କଲା ୟହୁଁ—ପ୍ରାଚୀ. ରସବାଲିଧି