ଖିର
ଦେଖଣା
ଖିର —
ଉଚ୍ଚାରଣ: Khira
ଦେ. ବି. (ସଂ. କ୍ଷୀର) —
୧: ଦୁଗ୍ଧ — ୧. Milk.
[ଦ୍ର—ଗଡ଼ଜାତ ଓ ଗଞ୍ଜାମ ଅଞ୍ଚଳରେ ଲୋକେ 'ଦୁଧ' କହିଲେ ସାଧାରଣତଃ ସ୍ତ୍ରୀସ୍ତନକୁ ବୁଝନ୍ତି; ଏଥିପାଇଁ ଦୁଧକୁ ଖିର, ଖୀର, ନଳାପାଣି, ଗୋରସ, ନିତ୍ୟାନି, ପ୍ରଭୃତି ନାମରେ ଅଭିହିତ କରନ୍ତି]
୨: ବୃକ୍ଷନିର୍ୟ୍ୟାସ —୨. Juice from trees.