ଖିରକାଞ୍ଚଲା
ଦେଖଣା
ଖିରକାଞ୍ଚଲା —
ଉଚ୍ଚାରଣ: Khirakān̄chalā
খীরকাংকলা
खीरकाकोली
ଦେ. ବି (ସଂ. କ୍ଷୀରକଲ୍ଳୋଳ) —
ଏକପ୍ରକାର ଗଛ; କ୍ଷୀର— କାଙ୍କୋଲା —A kind of plant.
[ଦ୍ର—ଏହାର ମୂଳ କନ୍ଦମୂଳ ପରି; ସ୍ତ୍ରୀମାନଙ୍କ ସ୍ତନରୁ ସ୍ତନ୍ୟ ଶୁଖିଗଲେ ଏହି ମୂଳକୁ ଖାଇଲେ ସ୍ତନ୍ୟ ବଢ଼େ]