ଖିରସ୍ତନିଆଁ
ଦେଖଣା
ଖିରସ୍ତନିଆଁ —
ଉଚ୍ଚାରଣ: Khirastāniāñ
ক্ষ্রীষ্ঠানী
कृरतानी
ଦେ. ବିଣ —
ଖ୍ରୀଷ୍ଟାନ୍ଧର୍ମସୁଲଭ; ଖ୍ରୀଷ୍ଟାନଧର୍ମର ଆଚାର— ବ୍ୟବହାର ପାଳନକରୀ; ହିନ୍ଦୁଧର୍ମ—ବିହିତ ଆଚାରର ବିରୋଧୀ —Following rules of conduct. observed or follwed by the Christians; opposed to the Hindu rules of conduct.