ଖିରସ୍ତାନି
ଦେଖଣା
ଖିରସ୍ତାନି —
ଉଚ୍ଚାରଣ: Khirastāni
খ্রিষ্ঠনী
कृरतानी
ଦେ. ବି. —
ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକମାନଙ୍କ ଚାଲିଚଳନ (ଯଥା —ଜାତିଭେଦ ଅସ୍ବୀକାର, ପ୍ରତିମାପୂଜା ଅସ୍ବୀକାର, ଖାଦ୍ୟାଖାଦ୍ୟରେ ଭେଦ ନ ରଖିବା ଆଦି ଆଚରଣ) Conduct of a Christian (who does not admit the caste-system. idol- worship and restrictions about food).