Jump to content

ଖିରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିରା
ଉଚ୍ଚାରଣ: Khirā
ক্ষীর मलाई

ପ୍ରାଦେ. (ସମ୍ବଲପୁର) ବି—(ତୁଳ. ହି. ଖୀରା; ସଂ. କ୍ଷୀରକ) —

କ୍ଷିରା (ଦେଖ) — Kshirā (See)

ଦେ. ବି —

ଖୁବ୍ ଘନ ହୋଇ ଆଉଟା ହୋଇ କ୍ଷିରି ପରି ଗାଢ଼ା ହୋଇଥିବା ଦୁଧ; ରାବିଡ଼ୀ — Condensed milk; milk thichened by boiling.