Jump to content

ଖିରିସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିରିସା (ଇତ୍ୟାଦି) —
ଉଚ୍ଚାରଣ: Khirisā (etc)

ଦେ. ବି. —

କ୍ଷୀରିସା ଇତ୍ୟାଦି (ଦେଖ) Kshirisā etc (See)

ପୂରାଇଲେ ନେଇ ପିଠା ଖିରିସା ଯେ ସର—ସ୍ବାରଳ—ମହାଭାରତ

ପ୍ରାଦେ (ସମ୍ବଲପୁର) ବି —

ଛେନା —Cheese.