Jump to content

ଖିର୍ନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିର୍ନି
ଉଚ୍ଚାରଣ: Khirni

ପ୍ରାଦେ (ସମ୍ବଲପୁର) ବି (ସଂ. କ୍ଷୀରିଣୀ) —

୧: ବନ୍ୟ ବୁଦାବିଶେଷ ୧. A wild herbarious plant.

[ଦ୍ର—ଏହା ନୀଳ ଗଛ ପରି ଦେଖାଯାଏ ଏହାର ଫଳ କଳା— କଳା ଓ କୋଳଥ ପରି କିନ୍ତୁ କୋଳିଥଠାରୁ ସାନ; ଏଥିରେ ମଞ୍ଜିର ଶସକୁ ଚୂନା କରି ଆଖିବଥ ବା ଆଲୁଅରେ ଦେଲେ ଆରାମ ବୋଧହୁଏ]

୨: କ୍ଷୀରକୋଳି ଗଛ (ଦେଖ) (ତୁଳ. ହି. ଖିରାନୀ) — ୨. Kshirakoḻi tree (See)