ଖିର୍ପିନି
ଦେଖଣା
ଖିର୍ପିନି —
ଉଚ୍ଚାରଣ: Khir—pini
ପ୍ରାଦେ. (ସମ୍ବଲପୁର) ବି —
୧: ବାଉଁଶ ନିର୍ମିତ କବାଟକୁ ଘରର ଭିତରଆଡ଼ୁ ବନ୍ଦ ରଖିବା ପାଇଁ କାଠ ବା ବାଉଁଶର କୀଳକ; ଧଡ଼ା — ୧. A bar or peg to keep a bamboo-framed door shut from inside.
୨: (ବୈଦେ) (ଇଂ. ହେଆର୍ପିନ୍)—ସ୍ତ୍ରୀମାନଙ୍କର ଜୁଡ଼ା ବା ଗଣ୍ଠିରେ ଗୁଞ୍ଜାଯିବା ସୂକ୍ଷ୍ମାଗ୍ର କଣ୍ଟା —୨. Hair-pin.